ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟାଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟାଙ୍କ   ବିଶେଷ୍ୟ

ଅର୍ଥ : ମୁଖ୍ୟତଃ ସୁଧରେ ଟଙ୍କା ଋଣ ଦେବାନେବା କାମ କରୁଥିବା ସଂସ୍ଥା

ଉଦାହରଣ : ବ୍ୟାଙ୍କରୁ ପାଠପଢା ପାଇଁ ମଧ୍ୟ ଋଣ ମିଳୁଛି

ସମକକ୍ଷ : ବ୍ୟାଂକ

वह संस्था जो मुख्य रूप से सूद पर रुपयों के लेन-देन का काम करती हो।

पढ़ाई के लिए भी बैंक से ऋण मिल जाता है।
बैंक, बैन्क

A financial institution that accepts deposits and channels the money into lending activities.

He cashed a check at the bank.
That bank holds the mortgage on my home.
bank, banking company, banking concern, depository financial institution

ଅର୍ଥ : ଯେଉଁ ସ୍ଥାନରେ ଟଙ୍କାପଇସା ବଦଳା ଯାଇଥାଏ

ଉଦାହରଣ : ଆମେରିକୀୟ ଡଲାର ନେବା ନିମନ୍ତେ ସୀମାନ୍ତ ବ୍ୟାଙ୍କକୁ ଯାଇଛି

ସମକକ୍ଷ : କରେନ୍ସି ଏକ୍ସଚେଞ୍ଜ ସେଣ୍ଟର, ସରାଫାଖାନା

वह जगह जहाँ रुपए-पैसे भुनाए जाते हैं।

सीमांत अमरीकी डालर लेने सराफा गया है।
सराफ़ा, सराफा, सर्राफ़ा, सर्राफा

ଅର୍ଥ : ଯେଉଁ ସ୍ଥାନରେ ସୁଧ ପାଇବାପାଇଁ ଟଙ୍କା ଜମା କରାଯାଏ ଏବଂ ଋଣ ମଧ୍ୟ ନିଆଯାଏ

ଉଦାହରଣ : ସେ ବ୍ୟାଙ୍କରେ ଦଶ ହଜାର ଟଙ୍କା ଜମା କଲେ

वह स्थान जहाँ ब्याज पाने की इच्छा से रुपया जमा किया जाता हो और ऋण भी लिया जा सकता हो।

उसने बैंक में दस हज़ार रूपए जमा किए।
बैंक, बैन्क

A building in which the business of banking transacted.

The bank is on the corner of Nassau and Witherspoon.
bank, bank building