ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଥିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଥିତ   ବିଶେଷଣ

ଅର୍ଥ : ଯାହାକୁ କୌଣସି ପ୍ରକାରର ବ୍ୟଥା ବା କଷ୍ଟ ହୁଏ

ଉଦାହରଣ : ବନ୍ୟାପୀଡ଼ିତ ଲୋକଙ୍କ ନିକଟରେ ଶୀଘ୍ର ଖାଦ୍ୟ ସାମଗ୍ରୀ ପହଞ୍ଚାଯିବ ବ୍ୟଥିତ ହୃଦୟରେ ସେ ନିଜ ଘର ଛାଡ଼ିଲେ

ସମକକ୍ଷ : ଆକ୍ରାନ୍ତ, ଗ୍ରସ୍ତ, ପୀଡ଼ିତ

जिसे किसी प्रकार की व्यथा या कष्ट हो।

बाढ़ से पीड़ित लोगों को जल्द ही राहत पहुँचाई जाएगी।
व्यथित हृदय से उसने अपना घर छोड़ा।
अभिपीड़ित, अभिभूत, आक्रांत, आक्रान्त, ग्रसित, ग्रस्त, पीड़ित, व्यथित