ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକ୍ରାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକ୍ରାନ୍ତ   ବିଶେଷଣ

ଅର୍ଥ : ଯାହାକୁ କୌଣସି ପ୍ରକାରର ବ୍ୟଥା ବା କଷ୍ଟ ହୁଏ

ଉଦାହରଣ : ବନ୍ୟାପୀଡ଼ିତ ଲୋକଙ୍କ ନିକଟରେ ଶୀଘ୍ର ଖାଦ୍ୟ ସାମଗ୍ରୀ ପହଞ୍ଚାଯିବ ବ୍ୟଥିତ ହୃଦୟରେ ସେ ନିଜ ଘର ଛାଡ଼ିଲେ

ସମକକ୍ଷ : ଗ୍ରସ୍ତ, ପୀଡ଼ିତ, ବ୍ୟଥିତ

जिसे किसी प्रकार की व्यथा या कष्ट हो।

बाढ़ से पीड़ित लोगों को जल्द ही राहत पहुँचाई जाएगी।
व्यथित हृदय से उसने अपना घर छोड़ा।
अभिपीड़ित, अभिभूत, आक्रांत, आक्रान्त, ग्रसित, ग्रस्त, पीड़ित, व्यथित

ଅର୍ଥ : ଯାହା ଉପରେ ଆକ୍ରମଣ କିମ୍ବା ଗଣ୍ଡଗୋଳ ହୋଇଛି

ଉଦାହରଣ : ଆକ୍ରାନ୍ତ ଜନତା ବିଦ୍ରୋହ କରିବାକୁ ଲାଗିଲେ

ସମକକ୍ଷ : ଆକ୍ରମିତ, ଆକ୍ରାଂତ

जिस पर आक्रमण या हमला हुआ हो।

आक्रांत जनता विद्रोह करने लगी।
अभिक्रांत, अभिक्रान्त, अभिद्रुत, अवस्कंदित, अवस्कन्दित, आक्रमित, आक्रांत, आक्रान्त