ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟତିକ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟତିକ୍ରମ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା

ଉଦାହରଣ : ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି

ସମକକ୍ଷ : ବାଧା, ବିଘ୍ନ, ବ୍ୟାଘାତ

किसी कार्य को करते समय बीच में होने वाली कोई आकस्मिक घटना।

कभी-कभी टेलीफोन बहुत कष्टप्रद रुकावट बन जाता है।
खलल, ख़लल, रुकावट, व्यतिक्रम, व्यवधान, व्याघात

Some abrupt occurrence that interrupts an ongoing activity.

The telephone is an annoying interruption.
There was a break in the action when a player was hurt.
break, interruption

ଅର୍ଥ : ନିୟମ ଭାଙ୍ଗିବା ବା ଭଙ୍ଗ ହେବାର ପ୍ରକ୍ରିୟା

ଉଦାହରଣ : ସେନାବାହିନୀରେ ବ୍ୟତିକ୍ରମକୁ ପ୍ରଶ୍ରୟ ଦିଆଯାଏ ନାହିଁ

ସମକକ୍ଷ : ବିଶୃଙ୍ଖଳା, ବେନିୟମ

नियम के टूटने या भंग होने की क्रिया।

सेना में व्यतिक्रम नहीं आने दिया जाता।
अनियम, अपक्रम, बेक़ायदगी, बेकायदगी, व्यतिक्रम