ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଙ୍ଗ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଙ୍ଗ କରିବା   କ୍ରିୟାପଦ

ଅର୍ଥ : କାହାରିକୁ ଚିଡ଼ାଇବା, ଦୁଃଖି କରାଇବା, ନୀଚ ବୋଲି ବିଚାରକରିବାଆଦି ନିମନ୍ତେ ସ୍ପଷ୍ଟ ଶବ୍ଦରେ ନହେଲେ ମଧ୍ୟ ସେହି ପ୍ରକାର ଅଭିପ୍ରାୟ ପ୍ରକାଶ କରୁଥିବା କୌଣସି କଥା କହିବା

ଉଦାହରଣ : ମୋହନର କୃପଣତା ସଂପର୍କରେ ଶ୍ୟାମ ବ୍ୟଙ୍ଗ କଲା

किसी को चिढ़ाने,दुखी करने,नीचा दिखाने आदि के लिए कोई बात कहना जो स्पष्ट शब्द में नहीं होने पर भी उक्त प्रकार का अभिप्राय प्रकट करती हो।

मोहन की कंजूसी पर श्याम ने व्यंग्य किया।
उघटना, गोदना, चुटकी लेना, ताना देना, ताना मारना, व्यंग करना, व्यंग्य करना, हँसी उड़ाना

Ridicule with satire.

The writer satirized the politician's proposal.
lampoon, satirise, satirize