ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟକ୍ତ   ବିଶେଷଣ

ଅର୍ଥ : ଯାହାର ଅଭିବ୍ୟଞ୍ଜନ ହୋଇଛି ବା ପ୍ରକଟ କରାଯାଇଥିବା

ଉଦାହରଣ : ଅଭିବ୍ୟକ୍ତ ଭାବକୁ ଲୁଚାଇବାପାଇଁ କାହିଁକି ଚେଷ୍ଟା କରୁଛନ୍ତି?

ସମକକ୍ଷ : ଅଭିବ୍ୟକ୍ତ, ଅଭିବ୍ୟଞ୍ଜିତ, ପ୍ରକଟିତ

जिसका अभिव्यंजन हुआ हो या प्रकट किया हुआ।

अभिव्यक्त भाव को छुपाने की कोशिश क्यों कर रहे हो।
अभिव्यंजित, अभिव्यक्त, अभिव्यञ्जित, ज़ाहिर, जात, जाहिर, प्रकट, प्रकटित, प्रगट, व्यक्त

Communicated in words.

Frequently uttered sentiments.
expressed, uttered, verbalised, verbalized