ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରାହ୍ମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରାହ୍ମୀ   ବିଶେଷ୍ୟ

ଅର୍ଥ : ମାଂସଳ ଚିକ୍କଣ୍‌ ପତ୍ରଯୁକ୍ତ ଏକ ଗୁଳ୍ମ ଯାହା ଔଷଧ ରୂପରେ ବ୍ୟବହୃତ ହୁଏ

ଉଦାହରଣ : ହରିଦ୍ୱାର ଆଖପାଖ ଗଙ୍ଗାକୂଳରେ ଶୁଦ୍ଧ ବ୍ରାହ୍ମୀ ବହୁପରିମାଣରେ ମିଳେ

मांसल चिकनी पत्तियोंवाला एक क्षुप जो औषध के रूप में प्रयुक्त होता है।

शुद्ध ब्राह्मी हरिद्वार के आसपास गंगा के किनारे सर्वाधिक पाई जाती है।
अर्कभक्ता, जल निम्ब, दिव्य, परमेष्ठिनी, ब्राह्मी, ब्राह्मीबूटी, मीनाक्षी, रसबंधकर, रसबन्धकर, लावण्या, वरा, सोमलता, सोमवल्लरी, सोमवल्ली, सौम्या

European strong-scented perennial herb with grey-green bitter-tasting leaves. An irritant similar to poison ivy.

herb of grace, rue, ruta graveolens

ଅର୍ଥ : ବ୍ରହ୍ମାଙ୍କର ସାକାର ଶକ୍ତି

ଉଦାହରଣ : ବ୍ରାହ୍ମୀଙ୍କ ବର୍ଣ୍ଣନା ବେଦରେ ମଧ୍ୟ ମିଳେ

ସମକକ୍ଷ : ବ୍ରା‌ହ୍ମଣୀ

ब्रह्मा की साकार शक्ति।

ब्राह्मी का वर्णन वेदों में भी मिलता है।
ब्रह्मणी, ब्राह्मणी, ब्राह्माणी, ब्राह्मी

A female deity.

goddess