ଅର୍ଥ : ଏକ ପୌରାଣିକ ନଦୀ
ଉଦାହରଣ :
ବ୍ରାହ୍ମଣୀଙ୍କ ବର୍ଣ୍ଣନା ମହାଭାରତରେ ମିଳେ
ଅର୍ଥ : ଏକ ଭାରତୀୟ ନଦୀ
ଉଦାହରଣ :
ବ୍ରାହ୍ମଣୀ ନଦୀ ଓଡ଼ିଶା, ବିହାର ଆଦି ରାଜ୍ୟରେ ପ୍ରବାହିତ ହେଉଛି
ସମକକ୍ଷ : ବ୍ରାହ୍ମଣୀ ନଦୀ
ଅର୍ଥ : ବ୍ରାହ୍ମଣର ସ୍ତ୍ରୀ
ଉଦାହରଣ :
ବ୍ରାହ୍ମଣ ସହିତ ବ୍ରାହ୍ମଣୀ ମନ୍ଦିରରେ ପୂଜା କରୁଛି
ସମକକ୍ଷ : ବାହ୍ମୁଣିଆଣୀ, ବାହ୍ମୁଣୀ