ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ରଦର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ରଦର   ବିଶେଷ୍ୟ

ଅର୍ଥ : (କ୍ୟାଥୋଲିକ ଚର୍ଚ୍ଚ) କୌଣସି ସନ୍ୟାସୀଙ୍କୁ ଦିଆଯାଇଥିବା ଉପାଧି

ଉଦାହରଣ : ବ୍ରଦର ଆପଣଙ୍କୁ ମୁଖ୍ୟ ପାଦ୍ରୀ କାହିଁକି ଡକାଇଥିଲେ

* (कैथोलिक चर्च) किसी संन्यासी को दी गई उपाधि।

ब्रदर आपको मुख्य पादरी ने क्यों बुलाया था?
ब्रदर

(Roman Catholic Church) a title given to a monk and used as form of address.

A Benedictine Brother.
brother

ଅର୍ଥ : ଯେଉଁ ପୁରୁଷ କୌଣସି ଭ୍ରାତୃସଂଘ ବା ଅନ୍ୟ ଧାର୍ମିକ ସଂଘର ସଦସ୍ୟ

ଉଦାହରଣ : ଚର୍ଚ୍ଚରେ ପ୍ରତି ରବିବାର ସମସ୍ତ ବ୍ରଦର ଏକତ୍ରିତ ହୁଅନ୍ତି

* वह पुरुष जो किसी बिरादरी या धार्मिक संघ या अन्य समूह का सदस्य हो।

चर्च में प्रति रविवार सभी ब्रदर एकत्रित होते हैं।
ब्रदर

A male person who is a fellow member (of a fraternity or religion or other group).

None of his brothers would betray him.
brother