ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋହିବା ମଜୁରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋହିବା ମଜୁରି   ବିଶେଷ୍ୟ

ଅର୍ଥ : ବୋଝ ବୋହିବାର ମଜୁରି

ଉଦାହରଣ : ଆଖୁର ବୋହିବା ମଜୁରି ବାବଦରେ ମଜୁରିଆ ପାଞ୍ଚଶହ ଟଙ୍କା ମାଗୁଛି

ସମକକ୍ଷ : ବୁହାମଜୁରି, ବୁହାମୂଲ, ବୋହିବା ମୂଲ

ढोने की मजदूरी।

मजदूर गन्ने की ढुलाई पांच सौ रुपये माँग रहे हैं।
ढुलाई, ढोवाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage

ଅର୍ଥ : ବୋହିବା ମଜୁରି

ଉଦାହରଣ : ସେ ଗୋଟିଏ ଟ୍ରକ୍‌ ଭୁସିର ବୁହାଣ ମଜୁରି ଏକ ହଜାର ଟଙ୍କା ନେଲା

ସମକକ୍ଷ : ଖଲାସୀ ମଜୁରି, ପରିବହନ ଭଡ଼ା, ବୁହାଣ ମଜୁରି, ବୁହାଣ ମୂଲ, ବୋହିବା ମୂଲ

ढुलवाने की मज़दूरी।

उसने एक ट्रक भूसे की ढुलवाई एक हजार रुपए लिए।
ढुलवाई, ढोवाई

Something that remunerates.

Wages were paid by check.
He wasted his pay on drink.
They saved a quarter of all their earnings.
earnings, pay, remuneration, salary, wage