ଅର୍ଥ : ବୋସନିୟା ଲୋକମାନଙ୍କର ଭାଷା
ଉଦାହରଣ :
ବୋସନିୟାର ଲୋକ ବୋସନିୟାଈ ଅତିରିକ୍ତ କ୍ରୋଏଶିୟାଈ ତଥା ସରବିୟାଈ ମଧ୍ୟ କହନ୍ତି
ସମକକ୍ଷ : ବୋସନିଆଈ ଭାଷା, ବୋସନିୟାଈ, ବୋସନିୟାଈ ଭାଷା
ଅର୍ଥ : ବୋସନିୟା ନିବାସୀ
ଉଦାହରଣ :
ଯେଉଁ ବୋସନିୟାଈମାନେ ସୀମା ପାର ହେଉଥିଲେ କ୍ରୋଏଶିୟାର ସୈନିକମାନେ ସେମାନଙ୍କ ଉପରେ ଆକ୍ରମଣ କରୁଥିଲେ
ସମକକ୍ଷ : ବୋସନିଆବାସୀ, ବୋସନିୟାଈ, ବୋସନିୟାବାସୀ