ଅର୍ଥ : କେନସିଂଗଟନ ପ୍ରାଇଡ ଆମ୍ବର ଗଛ
ଉଦାହରଣ :
କେନସିଂଗଟନ ପ୍ରାଇଡ ଆମ୍ବ ଗଛର ପତ୍ରଗୁଡ଼ିକରୁ ଅସାଧାରଣ ମାତ୍ର ଭଲ ବାସ୍ନା ମିଳେ
ସମକକ୍ଷ : କେନସିଂଗଟନ ପ୍ରାଇଡ, କେନସିଂଗଟନ ପ୍ରାଇଡ ଆମ୍ବଗଛ, କେନସିଂଗଟନ ପ୍ରାଇଡ ଗଛ, ବୋବେନ ଆମ୍ବ ଗଛ, ବୋବେନ ଗଛ
ଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
କେନସିଂଗଟନ ପ୍ରାଇଡ ଆମ୍ବକୁ ତାହାର ରଙ୍ଗ ପାଇଁ ଏପଲ(ସେଓ) ବା ଷ୍ଟ୍ରବେରୀ ବି କୁହାଯାଏ
ସମକକ୍ଷ : କେନସିଂଗଟନ ପ୍ରାଇଡ, କେନସିଂଗଟନ ପ୍ରାଇଡ ଆମ୍ବ, ବୋବେନ ଆମ୍ବ