ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେହିସାବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେହିସାବୀ   ବିଶେଷ୍ୟ

ଅର୍ଥ : ଦରିଦ୍ର କିନ୍ତୁ ସବୁବେଳେ ଖୁସି ରହିବାବାଲା ବ୍ୟକ୍ତି

ଉଦାହରଣ : ମସ୍ଜିଦ ସାମନାରେ କପର୍ଦକଶୂନ୍ୟମାନଙ୍କର ଗୋଷ୍ଠୀ ଏକାଠି ହୋଇଥାନ୍ତି

ସମକକ୍ଷ : କପର୍ଦକଶୂନ୍ୟ, ଫକ୍କଡ

दरिद्र परन्तु सदा मस्त रहने वाला व्यक्ति।

मस्जिद के सामने फक्कड़ों की जमात इकट्ठी है।
फक्कड़

ବେହିସାବୀ   ବିଶେଷଣ

ଅର୍ଥ : ଯାହାର ଗଣନ ଅଥବା ହିସାବ ହୋଇପାରେ ଣାହିଁ

ଉଦାହରଣ : ତା ପାଖରେ ବେହିସାବ ସମ୍ପତ୍ତି ଅଛି

ସମକକ୍ଷ : ବେହିସାବ

जिसका लेखा अथवा हिसाब न हो सके।

उनके पास बेहिसाब संपत्ति है।
अनलेखा, अलेख, अलेखा, बेहिसाब, बेहिसाबी