ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେହିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେହିଆ   ବିଶେଷଣ

ଅର୍ଥ : ଯାହାର ହୃଦୟରେ ଚାରିତ୍ରିକ ସଂକୋଚର ଅଭାବ ଥାଏ

ଉଦାହରଣ : ମୁଁ ବେହିଆ ଲୋକଙ୍କଠାରୁ ଦୂରେଇ ରହିଥାଏ

ସମକକ୍ଷ : ବେଲଜ୍ଜ୍ୟା

जिसमें भलमनसाहत का अभाव हो।

मैं बेमुरौवत लोगों से दूर ही रहती हूँ।
बेमुरव्वत, बेमुरौवत

Without care or thought for others.

The thoughtless saying of a great princess on being informed that the people had no bread; `Let them eat cake'.
thoughtless, uncaring, unthinking

ଅର୍ଥ : ଯାହାକୁ ଲଜ୍ଜା ଆସେ ନାହିଁ ବା ଯାହାର ଲଜ୍ଜା ନାହିଁ

ଉଦାହରଣ : ଯେକେହି ଲୋକ ସାମ୍ନାରେ କିଛି ବି କହିଦେଉଥିବା ବ୍ୟକ୍ତି ଲଜ୍ଜାହୀନ

ସମକକ୍ଷ : ଅଲଜ୍ଜା, ନିର୍ଲଜ, ଲଜ୍ଜାହୀନ, ସରମହୀନ

Feeling no shame.

A shameless imposter.
An unblushing apologist for fascism.
shameless, unblushing