ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଲଣାଚକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଲଣାଚକି   ବିଶେଷ୍ୟ

ଅର୍ଥ : ରୁଟି ଆଦି ବେଲିବାପାଇଁ କାଠ ବା ପଥରରେ ତିଆରି ହୋଇଥିବା ଏକ ଗୋଲ ବା ଚାରିକୋଣିଆ ବସ୍ତୁ

ଉଦାହରଣ : ମାଆ ରୋଟି ବେଲିବାପାଇଁ ବେଲଣାଚକି ଓ ବେଲଣାକାଠି ଆଣିଲେ

ସମକକ୍ଷ : ବେଲଣାପଟା

रोटी आदि बेलने के लिए काठ या पत्थर की बनी हुई एक गोल या चौकोर वस्तु।

माँ रोटी बेलने के लिए चौका और बेलन ले आयी।
चकला, चतुष्की, चौका, चौकी