ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଭାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଭାର   ବିଶେଷ୍ୟ

ଅର୍ଥ : ପ୍ରଥା ଅନୁସାରେ ଚଳିଆସୁଥିବା ବିବାହଆଦି ଶୁଭ କାର୍ଯ୍ୟ ଅବସରରେ ବିଶିଷ୍ଟ ବ୍ୟକ୍ତିଙ୍କଦ୍ୱାରା କରାଯାଉଥିବା ବିଶିଷ୍ଟ କାର୍ଯ୍ୟ

ଉଦାହରଣ : ଆମର ଏଠାରେ ନବଜାତ ଶିଶୁକୁ କଜ୍ୱଳ ଲଗାଇବା ବେଭାରକୁ ନଣନ୍ଦ କରେ

ସମକକ୍ଷ : କାର୍ଯ୍ୟ

विवाह आदि शुभ अवसरों पर विशिष्ट व्यक्ति द्वारा किया जाने वाला विशिष्ट कार्य जो प्रथा के रूप में चला आ रहा है।

हमारे यहाँ नवजात शिशु को काजल लगाने का नेग ननद करती है।
नेग, नेग-चार, नेग-जोग, नेगचार, नेगजोग