ଅର୍ଥ : (ଭୌତିକ) ଶକ୍ତିର ଆବିର୍ଭାବ ବା ଗୋଟିଏ ଭୌତିକ ତନ୍ତ୍ରଠାରୁ ଅନ୍ୟଟିକୁ ସ୍ଥାନାନ୍ତରିତ ଶକ୍ତି
ଉଦାହରଣ :
କାର୍ଯ୍ୟ ଓ ବଳର ଗୁଣଫଳ ଦୂରତା ସହିତ ସମାନ
ଅର୍ଥ : ଏପରି ଉପାୟ ଯେଉଁଥିରେ କୌଣସି କାମ ଜଲଦି ଏବଂ ସୁବିଧାରେ ହୋଇଥାଏ
ଉଦାହରଣ :
ପଇସାବାଲାଙ୍କ ପାଇଁ ଲାଞ୍ଚ ଦେବା ସବୁଠାରୁ ସୁଲଭ କାର୍ଯ୍ୟ ଅଟେ
ଅର୍ଥ : ପ୍ରଥା ଅନୁସାରେ ଚଳିଆସୁଥିବା ବିବାହଆଦି ଶୁଭ କାର୍ଯ୍ୟ ଅବସରରେ ବିଶିଷ୍ଟ ବ୍ୟକ୍ତିଙ୍କଦ୍ୱାରା କରାଯାଉଥିବା ବିଶିଷ୍ଟ କାର୍ଯ୍ୟ
ଉଦାହରଣ :
ଆମର ଏଠାରେ ନବଜାତ ଶିଶୁକୁ କଜ୍ୱଳ ଲଗାଇବା ବେଭାରକୁ ନଣନ୍ଦ କରେ
ସମକକ୍ଷ : ବେଭାର