ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଦବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଦବତୀ   ବିଶେଷ୍ୟ

ଅର୍ଥ : ପୁରାଣବର୍ଣ୍ଣିତ ଯେଉଁ କନ୍ୟା ତପସ୍ୟାଦ୍ୱାରା ବିଷ୍ଣୁଙ୍କୁ ନିଜ ସ୍ୱାମୀରୂପେ ପାଇବାପାଇଁ ଚାହୁଁଥିଲା କିନ୍ତୁ ରାବଣର ଅଭଦ୍ର ବ୍ୟବହାରଯୋଗୁଁ ଚିତାରେ ଝାସ ଦେଇଥିଲା

ଉଦାହରଣ : ଏକ କାହାଣୀ ଅନୁସାରେ ବେଦବତୀ ହିଁ ସୀତାଙ୍କ ରୂପରେ ଜନ୍ମ ହୋଇଥିଲେ

पुराणों में वर्णित वह कन्या जो तपस्या द्वारा विष्णु को अपने पति के रूप में पाना चाहती थी किंतु रावण द्वारा अभद्र व्यवहार करने पर चिता में समा गई।

एक कथा के अनुसार वेदवती ही सीता के रूप में पैदा हुईं।
वेदवती

An imaginary being of myth or fable.

mythical being