ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଣୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଣୁ   ବିଶେଷ୍ୟ

ଅର୍ଥ : ଜଣେ ସୂର୍ଯ୍ୟବଂଶୀ ରାଜା

ଉଦାହରଣ : ବେଣୁ ଥିଲେ ପୃଥୁଙ୍କ ପିତା

एक सूर्यवंशी राजा।

वेणु पृथु के पिता थे।
वेण, वेणु

A prince or king in India.

raja, rajah

ଅର୍ଥ : ବାଉଁଶରେ ତିଆରିହୋଇଥିବା, ମୁହଁରେ ଫୁଙ୍କି ବଜା ଯାଉଥିବା ଏକ ବାଦ୍ୟ

ଉଦାହରଣ : ଶ୍ୟାମ ବଂଶୀ ବଜାଉଛି

ସମକକ୍ଷ : ବଂଶିକା, ବଂଶୀ, ବଇଁଶୀ, ବାଂଶରୀ, ମୂରଲୀ

बाँस आदि का बना हुआ, मुँह से फूँककर बजाया जाने वाला एक बाजा।

श्याम बाँसुरी बजा रहा है।
आलापिनी, बंसी, बाँसुरी, बेनु, मुरलिया, मुरली, वंश, वंशिका, वंशी, वेणु

A high-pitched woodwind instrument. A slender tube closed at one end with finger holes on one end and an opening near the closed end across which the breath is blown.

flute, transverse flute

ଅର୍ଥ : ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ

ଉଦାହରଣ : ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି

ସମକକ୍ଷ : ବାଉଁଶ

एक लम्बी, दृढ़ वनस्पति जिसके कांडों में जगह-जगह गाँठें होती हैं और जो छाजन, टोकरे आदि बनाने के काम आती है।

उसने अपने बगीचे में बाँस लगा रखा है।
त्वक्सार, पुष्पघातक, बंस, बाँस, यवफल, वंश, वेणु, शतपर्वा, शतफल

Woody tropical grass having hollow woody stems. Mature canes used for construction and furniture.

bamboo