ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କେଶକୁ ଏକାଠି ବାନ୍ଧିଲେ ହେଉଥିବା ଆକୃତି
ଉଦାହରଣ : ସେ ସବୁଦିନ ଦୁଇଟି ବେଣୀ ପକାଏ
बालों को विशेष प्रकार से एक में गूँथने पर बननेवाली आकृति।
A hairdo formed by braiding or twisting the hair.
ଅର୍ଥ : ବାଳର ଗୁଚ୍ଛ
ଉଦାହରଣ : ଗାଲ ଉପରେ ଝୁଲୁଥିବା କେଶ ଗୁଚ୍ଛ ତାର ସୁନ୍ଦରତା ବଢ଼ାଉଅଛି ମା ଝିଅର ବେଣୀରେ ଜୁଡ଼ା କରୁଛନ୍ତି
ସମକକ୍ଷ : କେଶ ଗୁଚ୍ଛ, କେଶ ପାଶ, ବାଳ ଗୋଛା
बालों का गुच्छा या एक साथ चिपके या बँधे हुए बाल।
A strand or cluster of hair.
ଅର୍ଥ : ଯେଉଁ କେଶବିନ୍ୟାସରେ ମୁଣ୍ଡ ସିନ୍ଥାର ଦୁଇପାଖର କେଶକୁ ପାନିଆରେ କୁଣ୍ଡାଇ ବାନ୍ଧି ଦିଆଯାଏ
ଉଦାହରଣ : ଶୀଲା ତା କେଶରେ ବେଣୀ ବାନ୍ଧୁଛି
वह केश सज्जा जिसमें सिर की माँग के दोनों ओर के बालों को कंघी से झाड़कर बैठा दिया जाता है।
ସଂସ୍ଥାପନ କରନ୍ତୁ