ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଢଙ୍ଗିଆ ଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଢଙ୍ଗିଆ ଭାବ   ବିଶେଷ୍ୟ

ଅର୍ଥ : ବେଢଙ୍ଗ ବା ଅଶିଷ୍ଟ ହେବାର ଅବସ୍ଥା ବା ଭାବ

ଉଦାହରଣ : ତାର ବେଢଙ୍ଗପଣ ମୋତେ ବିଲକୁଲ ସହ୍ୟ ହୁଏନାହିଁ

ସମକକ୍ଷ : ବେଢଙ୍ଗପଣ, ବେଢଙ୍ଗପଣିଆ, ବେଢଙ୍ଗାପଣ

बेढंग या अनगढ़ होने की अवस्था या भाव।

उसका बेढंगापन मुझको बिल्कुल बर्दाश्त नहीं होता है।
अनगढ़पन, अनगढ़पना, बेढंगापन, बेढंगापना