ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେକ   ବିଶେଷ୍ୟ

ଅର୍ଥ : ମୁଣ୍ଡକୁ ଶରୀର ସହିତ ଯୋଡ଼ିଥିବା ପିଠିପଟର ବାହ୍ୟଭାଗ

ଉଦାହରଣ : ମୋ ବେକରେ ଯନ୍ତ୍ରଣା ହେଉଛି

ସମକକ୍ଷ : ଗ୍ରୀବା

सिर से धड़ को जोड़नेवाला पीठ की ओर का बाह्य भाग।

मेरी गर्दन में जकड़न आ गई है।
कंधर, गरदन, गर्दन, ग्रीवा

The back side of the neck.

nape, nucha, scruff

ଅର୍ଥ : ବାସନ ଆଦି ମୁହଁର ତଳ ଭାଗ

ଉଦାହରଣ : ସୁରେଇର ବେକ ବହୁତ ପତଳା

बरतनों आदि में मुँह के नीचे का भाग।

सुराही की गरदन बहुत पतली होती है।
गरदन, गर्दन

ଅର୍ଥ : ଦେହର ଯେଉଁ ଅଂଶ ମୁଣ୍ଡକୁ ଦେହ ସହିତ ଯୋଡ଼େ

ଉଦାହରଣ : ଜିରାଫ୍‌ର ବେକ ବହୁତ ଲମ୍ବା

ସମକକ୍ଷ : ଗରଦନ, ଗଳା, ଗ୍ରୀବା

शरीर का वह भाग जो सिर को धड़ से जोड़ता है।

जिराफ की गर्दन बहुत लम्बी होती है।
कंधर, गरदन, गर्दन, गला, गुलू, ग्रीवा, घेंट, नाड़, नार, शिरोधरा, शिरोधि, हलक, हलक़