ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀରର ଥୋମଣିର ତଳ ଏବଂ କାନ୍ଧ ଉପରର ଅଗ୍ର ଭାଗ
ଉଦାହରଣ : ପୁରୁଷମାନଙ୍କ ଗଳାରେ ଘଣ୍ଟି ଦେଖାଯାଏ
ସମକକ୍ଷ : କଣ୍ଠ
शरीर में ठुड्डी के नीचे और कंधों के ऊपर का अग्र भाग।
The passage to the stomach and lungs. In the front part of the neck below the chin and above the collarbone.
ଅର୍ଥ : ଗଳାରେ ଥିବା ନଳି ଯାହାଦ୍ୱାରା ଭୋଜନ ପେଟକୁ ଯାଏ ଏବଂ ଯେଉଁଥିରୁ ସ୍ୱର ବାହାରେ
ଉଦାହରଣ : ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା
गले की वे नलियाँ जिनसे भोजन पेट में उतरता है और आवाज़ निकलती है।
ଅର୍ଥ : ଦେହର ଯେଉଁ ଅଂଶ ମୁଣ୍ଡକୁ ଦେହ ସହିତ ଯୋଡ଼େ
ଉଦାହରଣ : ଜିରାଫ୍ର ବେକ ବହୁତ ଲମ୍ବା
ସମକକ୍ଷ : ଗରଦନ, ଗ୍ରୀବା, ବେକ
शरीर का वह भाग जो सिर को धड़ से जोड़ता है।
ସଂସ୍ଥାପନ କରନ୍ତୁ