ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃନ୍ତ   ବିଶେଷ୍ୟ

ଅର୍ଥ : ପତ୍ର ବା ଫଳର ଯେଉଁ ଭାଗ ଶାଖା ବା ମୂଳ ସହିତ ଲାଗିଥାଏ

ଉଦାହରଣ : ତାହାର ଗୋଟିଏ ଟେକାରେହିଁ ଡେମ୍ଫ ସହିତ ଆମ୍ବଟି ଶାଖଠାରୁ ଅଲଗା ହୋଇଗଲା

ସମକକ୍ଷ : ଡିମ୍ଫ, ଡେମ୍ଫ, ନାଡ଼

पत्ते या फल का वह भाग जो गोल छेद या मुँह के आकार का होता है तथा जहाँ से वह टहनी या आधार से जुड़ा रहता है।

उसके एक निशाने से ही ढेपनी के साथ आम टहनी से अलग हो गया।
ठेंपी, ढपनी, ढिपनी, ढेंठी, ढेंपनी, ढेंपी, ढेपनी

A slender or elongated structure that supports a plant or fungus or a plant part or plant organ.

stalk, stem