ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୃଥାରୋଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୃଥାରୋଦନ   ବିଶେଷ୍ୟ

ଅର୍ଥ : ଯେଉଁ ଡାକ ବା କଥା କେହି ଶୁଣିବାକୁ ନ ଥାଏ

ଉଦାହରଣ : ତାଙ୍କ ବୃଥାକାନ୍ଦଣା ଗୃହର ଚାରିକାନ୍ଥରେ ଧକ୍କା ଖାଇ ଫେରି ଆସୁଥିଲା

ସମକକ୍ଷ : ଅରଣ୍ୟରୋଦନ, ନିଷ୍ଫଳକ୍ରନ୍ଦନ, ବୃଥାକାନ୍ଦଣା

ऐसी पुकार या कथन जिसका कोई सुनने वाला न हो।

उसका वृथारुदन कमरों की दीवारों से टकराकर वापस लौट आता था।
अरण्यरुदन, अरण्यरोदन, वृथारुदन, वृथारोदन