ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଢ଼ୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଢ଼ୀ   ବିଶେଷ୍ୟ

ଅର୍ଥ : ବୃଦ୍ଧାବସ୍ଥାରେ ପହଁଚିଯାଇଥିବା ଏବଂ ଷାଠିଏ ବର୍ଷରୁ ବେଶି ହୋଇଥିବା ସ୍ତ୍ରୀଲୋକ

ଉଦାହରଣ : ଦିବାକର ଜଣେ ବୁଢ଼ୀକୁ ରାସ୍ତା ପାରି କରାଉଛନ୍ତି

ସମକକ୍ଷ : ବୃଦ୍ଧା

वह स्त्री जो बुढ़ापे में पहुँच गयी हो या जिसकी अवस्था साठ वर्ष से अधिक हो गयी हो।

दिवाकर एक बुढ़िया को सड़क पार करा रहा था।
डुकरिया, डोकरी, बुज़ुर्गिन, बुजुर्गिन, बुड्ढी, बुढ़िया, बूढ़ी, वृद्ध स्त्री, वृद्धा, स्यानिन

A woman who is old.

old woman

ବୁଢ଼ୀ   ବିଶେଷଣ

ଅର୍ଥ : ଯେ ବୃଦ୍ଧତ୍ତ୍ୱରେ ପ୍ରବେଶ କରିଗଲାଣି ବା ଯେ ପଚାଶ ଷାଠିଏ ବର୍ଷର ଅବସ୍ଥା ପାରହୋଇଗଲାଣି

ଉଦାହରଣ : ସେ ନିଜର ବୁଢ଼ୀମା’ଙ୍କ ସେବାରେ ଲାଗିଛି

ସମକକ୍ଷ : ବୃଦ୍ଧା