ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଡ଼ାଜାହାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଡ଼ାଜାହାଜ   ବିଶେଷ୍ୟ

ଅର୍ଥ : ପାଣି ଭିତରେ ବୁଡ଼ି ବୁଡ଼ି ଗତିକରୁଥିବା ଏକ ଆଧୁନିକ ଜଳଯାନ

ଉଦାହରଣ : ପାଣିଭିତରେ ବୁଡ଼ାଜାହାଜରେ ଯାତ୍ରା କରୁଥିବା ସୈନିକମାନେ ଅଚାନକ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କଲେ

ସମକକ୍ଷ : ପଣ୍ଡୁବୀ

पानी के अंदर डूबकर चलनेवाला एक प्रकार का आधुनिक जलयान।

पनडुब्बी में सवार सैनिकों ने अचानक शत्रु पक्ष पर हमला बोल दिया।
पनडुबी, पनडुब्बी

A submersible warship usually armed with torpedoes.

pigboat, sub, submarine, u-boat