ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମଞ୍ଜି ବୁଣିବା କାମ
ଉଦାହରଣ : ଆଜିକାଲି ଗହମ ବୁଣା ଆରମ୍ଭ ହୋଇଛି
ସମକକ୍ଷ : ବପନ
बीज बोने की क्रिया।
The act of sowing (of seeds in the ground or, figuratively, of germs in the body or ideas in the mind, etc.).
ଅର୍ଥ : ଖଟିଆରବନ୍ଧକୁ ଟାଣି ସିଧା ରଖିବାପାଇଁ ତାର କଣାମାନଙ୍କରେ ଭର୍ତ୍ତି ହୋଇଥିବା ଦଉଡ଼ି
ଉଦାହରଣ : ଏହି ଖଟିଆର ବୁଣା ଢିଲା ହୋଇଗଲାଣି
चारपाई के पैताने की बुनावट को खींचकर तनी रखने के लिए उसके छेदों में पड़ी हुई रस्सी।
A line made of twisted fibers or threads.
ଅର୍ଥ : ବୁଣିହେବା ବା ବିଞ୍ଚିହେବାର ଅବସ୍ଥା ବା ଭାବ
ଉଦାହରଣ : ଖେତରେ ମଞ୍ଜି ବୁଣା ଠିକଭାବେ ହେବା ଉଚିତ
ସମକକ୍ଷ : ବୁଣାବୁଣି, ବୁଣିବାକାମ
छितराने या बिखरने की अवस्था या भाव।
A haphazard distribution in all directions.
ଅର୍ଥ : ହାତରେ ମଞ୍ଜିକୁ ଛିଞ୍ଚି ବା ଫିଙ୍ଗି ବୁଣିବା କାମ
ଉଦାହରଣ : ବୁଣାପରେ କୃଷକ ମଇଦ୍ୱାରା ଜମିକୁ ସମତୁଲ କରୁଛି
ସମକକ୍ଷ : ଛଟା
हाथ द्वारा बीज को छितराकर या फेंककर की जाने वाली बुआई।
ଅର୍ଥ : ଚାରିଆଡ଼େ ଖେଳି ଯାଇଥିବା
ଉଦାହରଣ : ପାଣିର ବହୁଳତା କାରଣରୁ କ୍ଷେତରେ ବୁଣା ମଞ୍ଜି ସଢ଼ିଗଲା
फैलाया या प्रसार किया हुआ।
Fully extended in width.
ଅର୍ଥ : ଯାହା ବୁଣାଯାଇଛି(ମଞ୍ଜି)
ଉଦାହରଣ : ପକ୍ଷୀଗୁଡିକ କ୍ଷେତରେ ବପିତ ମଞ୍ଜିକୁ ଖାଉଛନ୍ତି
ସମକକ୍ଷ : ବପିତ
जो बोया गया हो (बीज)।
ସଂସ୍ଥାପନ କରନ୍ତୁ