ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଣାବୁଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଣାବୁଣି   ବିଶେଷ୍ୟ

ଅର୍ଥ : ବୁଣିବାର ପ୍ରକ୍ରିୟା

ଉଦାହରଣ : ମାଳତୀ ସ୍ୱେଟର‌ ବୁଣାବୁଣି କରୁଛି

ସମକକ୍ଷ : ପଟକର୍ମ, ବୟନ

बुनने की क्रिया।

मालती स्वेटर की बुनाई कर रही है।
पटकर्म, बिनाई, बुनाई, बुनावट, वयन, व्यूति

Creating knitted wear.

knitting

ଅର୍ଥ : ବୁଣିହେବା ବା ବିଞ୍ଚିହେବାର ଅବସ୍ଥା ବା ଭାବ

ଉଦାହରଣ : ଖେତରେ ମଞ୍ଜି ବୁଣା ଠିକଭାବେ ହେବା ଉଚିତ

ସମକକ୍ଷ : ବୁଣା, ବୁଣିବାକାମ

छितराने या बिखरने की अवस्था या भाव।

खेत में बीजों का छितराव ठीक से होना चाहिए।
छितराव, बिखराव

A haphazard distribution in all directions.

scatter, spread

ଅର୍ଥ : ବୁଣାକାରର କାମ

ଉଦାହରଣ : ସଞ୍ଜୟ ବୁଣାକାମ କରି ଭଲ ପଇସା ରୋଜଗାର କରୁଛି

ସମକକ୍ଷ : ବୁଣାକାମ

बुनकर का काम।

संजय बुनकरी करके अच्छा पैसा कमा लेता है।
पटकारी, बुनकरी

Creating fabric.

weaving