ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଝାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଝାଇବା   କ୍ରିୟାପଦ

ଅର୍ଥ : ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା

ଉଦାହରଣ : ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା

ସମକକ୍ଷ : ସାନ୍ତ୍ୱନା ଦେବା

इधर-उधर की बातें करके चिंतित या दुःखी व्यक्ति का मन दूसरी ओर ले जाना या धीरज दिलाना।

जवान बेटे की मौत से संतप्त परिवार को सगे-संबंधी सांत्वना दे रहे थे।
ढाढ़स बँधाना, ढाढ़स देना, तसल्ली देना, दिलासा देना, समझाना, सांत्वना देना, सान्त्वना देना

Give moral or emotional strength to.

comfort, console, solace, soothe

ଅର୍ଥ : ବୁଝିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଗଣିତ ପ୍ରଶ୍ନ ମୁଁ ବୁଝାଇ ପାରିଲି ନାହିଁ,ତେବେ ଅନ୍ୟ ଅଧ୍ୟାପକଙ୍କଦ୍ୱାରା ବୁଝାଇଲି

ସମକକ୍ଷ : ଉପଲବ୍ଧି କରାଇବା, ବିବେଚନା କରାଇବା

समझाने का काम दूसरे से कराना।

गणित का सवाल मैं न समझा सका तो दूसरे अध्यापक से समझवाया।
समझवाना

ଅର୍ଥ : କଣ କରିବା ଭଲ ସେ ବିଷୟରେ କାହାରିକୁ ଉପଦେଶ ଦେବା

ଉଦାହରଣ : ମା ପୁଅକୁ ତାର ଖରାପଗୁଣ ଛାଡ଼ିବାପାଇଁ ବୁଝାଇଲେ

ସମକକ୍ଷ : ଉପଦେଶ ଦେବା

किसी को यह बताना कि क्या करना अच्छा है।

माँ ने उसे बहुत समझाया,पर उसने एक न सुनी।
कहना, समझाना, समझाना-बुझाना

Give advice to.

The teacher counsels troubled students.
The lawyer counselled me when I was accused of tax fraud.
advise, counsel, rede

ଅର୍ଥ : ଏମିତି କଥା କହିବା ଯାହାକୁ କେହିବି ବୁଝିପାରିବ

ଉଦାହରଣ : ସେ ପଥଭ୍ରଷ୍ଟ ପିଲାଙ୍କୁ ବୁଝାଉଛନ୍ତି

कोई बात अच्छी तरह से किसी के मन में बैठाना।

वे गुमराह बच्चों को समझा रहे हैं।
समझाना

Make (someone) agree, understand, or realize the truth or validity of something.

He had finally convinced several customers of the advantages of his product.
convert, convince, win over

ଅର୍ଥ : ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା

ଉଦାହରଣ : ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ

ସମକକ୍ଷ : ଆହ୍ଲାଦିତ କରିବା, ପ୍ରବୋଧିତ କରିବା, ବହଲାଇବା

मीठी-मीठी बातें कहकर संतुष्ट या अनुकूल करना।

माँ रोते हुए बच्चे को मिठाई देकर फुसला रही थी।
फुसलाना, बरगलाना, बर्गलाना, बहकाना, बहलाना

Influence or urge by gentle urging, caressing, or flattering.

He palavered her into going along.
blarney, cajole, coax, inveigle, palaver, sweet-talk, wheedle