ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ମ୍ୟହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ମ୍ୟହେବା   କ୍ରିୟାପଦ

ଅର୍ଥ : କିଛି ଦେଖିକରି ଆଶ୍ଚର୍ଯ୍ୟରେ ପଡ଼ିବା

ଉଦାହରଣ : ପିଲାଦିନର ସାଙ୍ଗଙ୍କୁ ହଠାତ ଦୁଆରେ ଛିଡ଼ାହୋଇଥିବା ଦେଖିକରି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ

ସମକକ୍ଷ : ଆବାକାବା ହେବା, ଆଶ୍ଚର୍ଯ୍ୟଚକିତ ହେବ, ଆଶ୍ଚର୍ଯ୍ୟହେବା