ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସାତ   ବିଶେଷ୍ୟ

ଅର୍ଥ : ଯେଉଁ କନା,ବିଛଣା ଆଦି ଉପରେ ଛୋଟ ଦୋକାନୀ ବିକ୍ରି ନିମନ୍ତେ ଜିନିଷ ମେଲାଇ ରଖେ

ଉଦାହରଣ : ଖୁଚୁରା ଦୋକାନୀ ବିସାତ ଉପରେ ଜିନିଷ ମେଲେଇଛି

वह कपड़ा, चटाई आदि जिस पर छोटे दूकानदार बिक्री की चीजें फैलाकर रखते हैं।

बिसाती बिसात पर सामान लगा रहा है।
बिसात