ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ୱ ବିଜୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ୱ ବିଜୟୀ   ବିଶେଷଣ

ଅର୍ଥ : ଯେ ବିଶ୍ୱ ଉପରେ ବିଜୟ କରିଛି ବା ବିଶ୍ୱକୁ ଜିତି ନେଇଛି

ଉଦାହରଣ : ଆଲେକ୍‌ଜାଣ୍ଡାର ବିଶ୍ୱ ବିଜେତା ହେବାକୁ ଚାହିଁଥିଲେ

ସମକକ୍ଷ : ଦିଗ୍‌ବିଜୟୀ, ବିଶ୍ୱ ଜୟୀ, ବିଶ୍ୱ ବିଜେତା

जिसने विश्व पर विजय पायी हो या विश्व को जीत लिया हो।

क्रिकेट के विश्व विजेता भारत ने फाइनल में श्री लंका को हराया था।
सिकन्दर विश्व विजेता बनना चाहता था।
जगजयी, दिग्विजयी, विश्व विजेता, विश्वविजयी