ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ୱଯୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ୱଯୁଦ୍ଧ   ବିଶେଷ୍ୟ

ଅର୍ଥ : ବିଶ୍ୱସ୍ତରରେ ହେଉଥିବା ଯୁଦ୍ଧ ଯେଉଁଥିରେ ବିଶ୍ୱର ପ୍ରାୟ ସବୁ ଦେଶ ଅଂଶ ଗ୍ରହଣ କରନ୍ତି

ଉଦାହରଣ : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ନାଗାସାକୀ ଓ ହିରୋସିମା ସହର ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଗଲା

ସମକକ୍ଷ : ବିଶ୍ୱସଂଗ୍ରାମ

वह युद्ध जो विश्व स्तर पर होता है या जिसमें विश्व के लगभग सभी देश भाग लेते हैं।

द्वितीय विश्व-युद्ध में जापान के दो शहर नागासाकी तथा हिरोशिमा पूरी तरह से नष्ट हो गए।
महायुद्ध, वर्ल्ड वार, वर्ल्ड वॉर, वर्ल्ड-वार, वर्ल्ड-वॉर, विश्व युद्ध, विश्व संग्राम, विश्व-युद्ध, विश्वयुद्ध

A war in which the major nations of the world are involved.

world war