ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଳିବିଳେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଳିବିଳେଇବା   ବିଶେଷ୍ୟ

ଅର୍ଥ : ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା

ଉଦାହରଣ : ଅପାର ବିଳିବିଳେଇବା ଶୁଣି ମୁଁ ଡରିଗଲି

ସମକକ୍ଷ : ବାଉଳି, ବିଳିବିଳା

नींद या बेहोशी में बोलने की क्रिया।

दीदी का बर्राना सुनकर मैं डर गई।
उचावा, बड़बड़ाना, बर्राना

Uttering speech while asleep.

sleep talking, somniloquism, somniloquy

ବିଳିବିଳେଇବା   କ୍ରିୟାପଦ

ଅର୍ଥ : ନିଦ ବା ଅଚେତରେ କଥାବାର୍ତ୍ତା କରିବା

ଉଦାହରଣ : ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି

ସମକକ୍ଷ : ବାଉଳିଚାଉଳିହେବା, ବିଳିବିଳିହେବା

नींद या बेहोशी में बकना।

सुमन की दादी रात को सोते समय बर्राती हैं।
बड़बड़ाना, बर्राना