ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଳାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଳାସୀ   ବିଶେଷଣ

ଅର୍ଥ : ସୁଖଭୋଗରେ ବ୍ୟସ୍ତ ରହିଥିବା ଲୋକ

ଉଦାହରଣ : ବିଳାସୀ ରାଜାମାନଙ୍କ ରାଜ୍ୟ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ

ସମକକ୍ଷ : ଆୟାସୀ, ଭୋଗଲିପ୍ସୁ, ସୌଖୀନ

सुखभोग में लगा रहनेवाला।

विलासी राजाओं का राज्य अधिक दिनों तक नहीं चला।
अय्याश, ऐयाश, भोगलिप्त, भोगलिप्सु, रँगीला, रंगीन, रंगीनमिज़ाज, रंगीनमिजाज, रंगीला, विलासी, शौकीन