ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବେକାଧିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବେକାଧିକାର   ବିଶେଷ୍ୟ

ଅର୍ଥ : ବିବେକ ବା ଇଚ୍ଛା ଅନୁସାରେ କିଛି କରିବାର ଅଧିକାର

ଉଦାହରଣ : ଆପଣ ଏହି ସମସ୍ୟାର ସମାଧାନ ନିମନ୍ତେ କାହିଁକି ନିଜର ବିବେକାଧିକାର ପ୍ରୟୋଗ କରୁ ନାହାନ୍ତି?

विवेक या इच्छा के अनुसार कुछ करने का अधिकार।

आप इस समस्या के समाधान के लिए अपने विवेकाधिकार का प्रयोग क्यों नहीं करते।
विवेकाधिकार

Freedom to act or judge on one's own.

discretion