ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବାହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବାହ   ବିଶେଷ୍ୟ

ଅର୍ଥ : ଯେଉଁ ଧାର୍ମିକ ବା ସାମାଜିକ ପ୍ରକ୍ରିୟା ଅନୁସାରେ ସ୍ତ୍ରୀ ଏବଂ ପୁରୁଷର ସମ୍ବନ୍ଧ ପତିପତ୍ନୀ ଭାବରେ ସ୍ଥାପିତ ହୁଏ

ଉଦାହରଣ : ସୋହନର ବାହାଘର ରାଧା ସହିତ ହେଲା

ସମକକ୍ଷ : ବାହାଘର

वह धार्मिक या सामाजिक कृत्य या प्रक्रिया जिसके अनुसार स्त्री और पुरुष में पत्नी और पति का संबंध स्थापित होता है।

सोहन की शादी राधा के साथ हुई।
शादी-ब्याह कोई खेल नहीं है।
आवाह, परिणय, बियाह, ब्याह, मैरिज, विवाह, शादी, शादी ब्याह, शादी विवाह, शादी-ब्याह, शादी-विवाह