ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିପୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିପୁଳା   ବିଶେଷ୍ୟ

ଅର୍ଥ : ଆର୍ଯ୍ୟଛନ୍ଦର ଗୋଟିଏ ପ୍ରକାର

ଉଦାହରଣ : ବିପୁଳାର ପ୍ରଥମ ପାଦରେ ଅଠରଟି, ଦ୍ୱିତୀୟରେ ବାରଟି, ତୃତୀୟରେ ଚଉଦଟି ଏବଂ ଚତୁର୍ଥରେ ତେରଟି ମାତ୍ରା ଥାଏ

आर्या छंद का एक भेद।

विपुला के पहले चरण में अठारह, दूसरे में बारह, तीसरे में चौदह एवं चौथे में तेरह मात्राएँ होती हैं।
विपुला

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ବିପୁଳାର ପ୍ରତ୍ୟେକ ଚରଣରେ ମଗଣ,ରଗଣ ଓ ଦୁଇଟି ଲଘୁ ଥାଏ

एक वर्णवृत्त।

विपुला के प्रत्येक चरण में मगण,रगण और दो लघु होते हैं।
विपुला

(prosody) a system of versification.

poetic rhythm, prosody, rhythmic pattern