ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିପଦଗ୍ରସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିପଦଗ୍ରସ୍ତ   ବିଶେଷଣ

ଅର୍ଥ : ଯେ ସଙ୍କଟଗ୍ରସ୍ତ ହୋଇଅଛି

ଉଦାହରଣ : ବିପଦଗ୍ରସ୍ତ ବ୍ୟକ୍ତି ଧୈର୍ଯ୍ୟତାସହିତ କାମ କରିବା ଉଚିତ

ସମକକ୍ଷ : ଆପଦଗ୍ରସ୍ତ, ବିପତ୍ତିଗ୍ରସ୍ତ, ସଙ୍କଟଗ୍ରସ୍ତ

जो संकट से ग्रस्त हो।

संकटग्रस्त व्यक्ति को धीरज से काम लेना चाहिए।
अयुक्त, आपदग्रस्त, आपदाग्रस्त, विपत्तिग्रस्त, विपदाग्रस्त, संकटग्रस्त

Characterized by unrest or disorder or insubordination.

Effects of the struggle will be violent and disruptive.
Riotous times.
These troubled areas.
The tumultuous years of his administration.
A turbulent and unruly childhood.
disruptive, riotous, troubled, tumultuous, turbulent

ଅର୍ଥ : ଯେ ସଙ୍କଟ ବା ବିପତ୍ତିରେ ପଡ଼ିଥାଏ

ଉଦାହରଣ : ଆମେ ସଙ୍କଟାପନ୍ନ ବ୍ୟକ୍ତିର ସହାୟତା କରିବା ଉଚିତ

ସମକକ୍ଷ : ବିପଦାକ୍ରାନ୍ତ, ବିପଦାପନ୍ନ, ସଙ୍କଟାପନ୍ନ

संकट या विपत्ति में पड़ा हुआ।

हमें संकटापन्न व्यक्ति की सहायता करनी चाहिए।
संकटस्थ, संकटापन्न