ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନା   ବିଶେଷ୍ୟ

ଅର୍ଥ : ସାରା ଭାରତରେ ମିଳୁଥିବା ଏକ ଚିରହରିତ ବୁଦାଳିଆ ଗଛ

ଉଦାହରଣ : ବିନା କାଠର ଅଙ୍ଗାରରେ କପଡ଼ା ସଫା କରାଯାଏ

पूरे भारत में पाई जाने वाली सदा हरी रहने वाली एक झाड़ी।

बिना की लकड़ी की राख से कपड़ा साफ किया जाता है।
तुवरा, बिना

ବିନା   କ୍ରିୟା ବିଶେଷଣ

ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ଅନୁପସ୍ଥିତିରେ

ଉଦାହରଣ : ମୁଁ ମୋ ପୁଅ ବିନା ରହିପାରିବି ନାହିଁ

ସମକକ୍ଷ : ବ୍ୟତୀତ