ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦୂଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦୂଷକ   ବିଶେଷ୍ୟ

ଅର୍ଥ : ପ୍ରାୟତଃ ନାଟକରେ ହସାଉଥିବା ଜଣେ ପାତ୍ର ଯିଏ କି ନାୟକର ଅନ୍ତରଙ୍ଗ ମିତ୍ର ବା ସଖା ହୋଇଥାଏ

ଉଦାହରଣ : ବିଦୂଷକର ପ୍ରବେଶରେ ରଙ୍ଗମଞ୍ଚର ଦୀପ୍ତି ଦୁଇଗୁଣା ହୋଇଯାଏ

ସମକକ୍ଷ : ଭାଣ୍ଡ

प्रायः नाटकों में हँसानेवाला एक पात्र जो नायक का अंतरंग मित्र या सखा होता है।

विदूषक के प्रवेश करते ही रंगमंच की रौनक दोगुनी हो जाती है।
विदूषक

A person who amuses others by ridiculous behavior.

buffoon, clown, goof, goofball, merry andrew