ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦାୟ   ବିଶେଷ୍ୟ

ଅର୍ଥ : ବିଦା ହେବାର କ୍ରିୟା

ଉଦାହରଣ : ବିଦାୟବେଳାରେ ଆଖିରେ ଅଶ୍ରୁ ଆସିଯାଏ

ସମକକ୍ଷ : ଛାଡ଼ବାଡ଼

विदा होने की क्रिया।

विदाई के समय आँखों में आँसू आ ही जाते हैं।
बिदा, बिदाई, बिदायगी, रुखसत, रुख़सत, रुख़्सत, रुख्सत, विदा, विदाई, विदायगी

The act of departing politely.

He disliked long farewells.
He took his leave.
Parting is such sweet sorrow.
farewell, leave, leave-taking, parting

ଅର୍ଥ : ବିଦାୟ ବେଳାରେ କୁହାଯାଉଥିବା ଏକ ଶବ୍ଦ ଯାହର ଅର୍ଥ ହେଲା- ଆଚ୍ଛା ଏବେ ବିଦାୟ ଦିଅନ୍ତୁ

ଉଦାହରଣ : ବିଦାୟ ଶୀର୍ଷକରେ ବହୁ କବିତା ରଚିତ ହୋଇଛି

बिदाई के समय कहा जाने वाला एक शब्द जिसका अर्थ है - अच्छा अब विदा होते हैं।

अलविदा शीर्षक से कई कविताएँ लिखी गई हैं।
अलविदा