ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚାରହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚାରହୀନ   କ୍ରିୟା ବିଶେଷଣ

ଅର୍ଥ : ନବୁଝି ନସୁଝି

ଉଦାହରଣ : ବିଚାରହୀନ ଭାବେ କୌଣସି ବି କାମ କରନାହିଁ

ସମକକ୍ଷ : ବିନାବିଚାରରେ

In a thoughtless manner.

He stared thoughtlessly at the picture.
thoughtlessly, unthinking, unthinkingly

ବିଚାରହୀନ   ବିଶେଷଣ

ଅର୍ଥ : ଯେଉଁଥିରେ ବିଚାରର ଅଭାବ ରହିଛି

ଉଦାହରଣ : ଏଭଳି ବିଚାରହୀନ କଥାରେ ଏହି କଠିନ ସମସ୍ୟାର ସମାଧାନ ହେଇପାରିବ ନାହିଁ

ସମକକ୍ଷ : ଅବିଚାରିତ, ବିଚାରଶୂନ୍ୟ

जिसमें विचार का अभाव हो।

ऐसी सतही बातों से इस कठिन समस्या का समाधन नहीं मिलेगा।
अविचार, विचारशून्य, विचारहीन, सतही, हलका, हलका फुलका, हलका-फुलका, हल्का, हल्का फुल्का, हल्का-फुल्का

Lacking the thinking capacity characteristic of a conscious being.

The shrieking of the mindless wind.
mindless