ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚାରବନ୍ତ ବ୍ୟକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯାହାର ବୁଦ୍ଧି ଓ ବିଚାର ଖୁବ୍‌ ପ୍ରଖର

ଉଦାହରଣ : ବୁଦ୍ଧିମାନଲୋକଙ୍କ ସାଙ୍ଗରେ ରହିଲେ ତୁମେ ବି ବୁଦ୍ଧିମାନ ହୋଇଯିବ

ସମକକ୍ଷ : ଚତୁର ବ୍ୟକ୍ତି, ଧୀମାନ୍‌, ବୁଦ୍ଧିମାନ ବ୍ୟକ୍ତି

A person who uses the mind creatively.

intellect, intellectual

ଅର୍ଥ : ଯାହାଙ୍କ ପାଖରେ ଭଲଭାବରେ ବିଚାର କରିବା ଶକ୍ତି ଥାଏ

ଉଦାହରଣ : ବିଚାରବନ୍ତ ବ୍ୟକ୍ତି ସହଜରେ ନିର୍ଣ୍ଣୟ ନେଇପାରନ୍ତି

ସମକକ୍ଷ : ବିଚାରଶୀଳ ବ୍ୟକ୍ତି

वह जिसमें अच्छी तरह विचार करने की शक्ति हो।

विचारशील को निर्णय लेने में आसानी होती है।
बुद्धिजीवी, विचारवान, विचारवान्, विचारशील