ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚାରଣୀୟ ବିଷୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚାରଣୀୟ ବିଷୟ   ବିଶେଷ୍ୟ

ଅର୍ଥ : ଯେଉଁ ବିଷୟ ଉପରେ ବିଚାର-ବିମର୍ଶ କରିବା ଆବଶ୍ୟକ ବା ଉଚିତ

ଉଦାହରଣ : ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ଆମପାଇଁ ଏକ ବିଚାରଣୀୟ ବିଷୟ

ସମକକ୍ଷ : ଆଲୋଚନାର ବିଷୟ, ବିଚାର-ବିମର୍ଶର ବିଷୟ

वह विषय जिसपर विचार करना आवश्यक या उचित हो।

पाश्चात्य सभ्यता का अंधानुकरण हम भारतीयों के लिए एक विचारणीय विषय है।
विचारणीय विषय