ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚଳନ   ବିଶେଷ୍ୟ

ଅର୍ଥ : ପ୍ରତିଜ୍ଞା ବା ସଙ୍କଳ୍ପରୁ ଓହରି ଯିବାର କାମ

ଉଦାହରଣ : ସାଧାରଣତଃ ସ୍ୱାର୍ଥ ବିଚଳନର କାରଣ ହୋଇଥାଏ

प्रतिज्ञा या संकल्प से हट जाने की क्रिया।

विचलन का कारण प्रायः स्वार्थ होता है।
विचलन

A turning aside (of your course or attention or concern).

A diversion from the main highway.
A digression into irrelevant details.
A deflection from his goal.
deflection, deflexion, deviation, digression, divagation, diversion

ଅର୍ଥ : ନିଜ ସ୍ଥାନରୁ ହଟିଯାଇ ଏଣେତେଣେ ହେବାର କ୍ରିୟା

ଉଦାହରଣ : ରାତିର ଆକାଶରେ ତାରାମାନଙ୍କ ବିଚଳନ ଆପଣ ସ୍ପଷ୍ଟ ଦେଖିପାରିବେ

अपने स्थान से हटकर इधर-उधर होने की क्रिया।

रात में आसमान में तारों का विचलन आप स्पष्ट देख सकते हैं।
वलन, विचलन

The act of moving away in different direction from a common point.

An angle is formed by the divergence of two straight lines.
divergence, divergency