ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିକ୍ଷେପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିକ୍ଷେପ   ବିଶେଷ୍ୟ

ଅର୍ଥ : ପ୍ରାଚୀନକାଳର ଗୋଟିଏ ପ୍ରକାରର ଅସ୍ତ୍ର

ଉଦାହରଣ : ତାଙ୍କର ବିକ୍ଷେପ କଦାପି ଅସଫଳ ହୁଏନାହିଁ

प्राचीनकाल का एक प्रकार का अस्त्र।

उनके विक्षेप का वार कभी असफल नहीं हुआ।
विक्षेप

ଅର୍ଥ : ଗୋଟିଏ ରୋଗ

ଉଦାହରଣ : ସେ ବହୁତଦିନଧରି ବିକ୍ଷେପରେ ପୀଡ଼ିତ

एक रोग।

वह बहुत दिनों से विक्षेप से पीड़ित है।
विक्षेप

ଅର୍ଥ : କୌଣସି ବସ୍ତୁକୁ ଆବେଗ ସହିତ ଫୋପାଡ଼ିବା କ୍ରିୟା

ଉଦାହରଣ : ଭାରତର ଶ୍ରୀ ହରିକୋଟ୍ଟାରେ କୃତ୍ରିମ ଉପଗ୍ରହ ପ୍ରକ୍ଷେପଣ କରାଯାଏ

ସମକକ୍ଷ : ପ୍ରକ୍ଷେପଣ, ବିକ୍ଷେପଣ

किसी वस्तु को आवेग के साथ उछालने या फेंकने की क्रिया।

भारत के श्री हरिकोटा से कृत्रिम उपग्रहों का प्रक्षेपण किया जाता है।
प्रक्षेपण, प्रयोग, विक्षेप, विक्षेपण

The act of propelling with force.

launch, launching

ଅର୍ଥ : ଧନୁରେ ଡୋରୀ ଲଗାଇବାର କ୍ରିୟା

ଉଦାହରଣ : ରାଜା ବିକ୍ଷେପଣ ପରେ ଶିକାର ଉପରେ ନିଶାଣ କଲେ

ସମକକ୍ଷ : ବିକ୍ଷେପଣ

धनुष की डोरी चढ़ाने की क्रिया।

राजा ने विक्षेपण के पश्चात शिकार पर निशाना साधा।
विक्षेप, विक्षेपण

ଅର୍ଥ : ଚଳଚଞ୍ଚଳ ହେଉଥିବା ମନ

ଉଦାହରଣ : ବିକ୍ଷେପକୁ ଦୂର କରିନପାରିଲେ ସାଧନା ସମ୍ଭବ ନୁହେଁ

ସମକକ୍ଷ : ବିକ୍ଷେପଣ

मन के इधर-उधर भटकने की अवस्था या भाव।

विक्षेप को दूर किए बिना साधना संभव नहीं है।
विक्षेप, विक्षेपण

The trait of being frivolous. Not serious or sensible.

frivolity, frivolousness