ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିକ୍ଷିପ୍ତଭାବେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଏପାଖ ସେପାଖ ପଡ଼ିଥିବା ବା ଛିନ୍ ଛତର ହୋଇଥିବା

ଉଦାହରଣ : ପକ୍ଷୀ ଭୂମି ଉପରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଶସ୍ୟ ଖୁଣ୍ଟୁଥିଲେ

ସମକକ୍ଷ : ଇଆଡ଼େସିଆଡ଼େ ପଡ଼ିଥିବା, ଛିନ୍ଛତରହୋଇ, ବିକୀର୍ଣ୍ଣ, ବୁଣିହୋଇପଡ଼ିଥିବା

इधर-उधर फैला हुआ या छितराया हुआ।

पक्षी धरती पर बिखरे अनाज के दाने चुग रहे हैं।
अफशाँ, अफशान, अफ़शाँ, अफ़शान, असंहत, छितराया, प्रकीर्ण, फैला, बिखरा, बिखरा हुआ, विकीर्ण

Occurring or distributed over widely spaced and irregular intervals in time or space.

Scattered showers.
Scattered villages.
scattered