ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାୟୁଯନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାୟୁଯନ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଯନ୍ତ୍ରରେ ବାୟୁ ଭର୍ତ୍ତି ହୋଇ ରହେ ବା ବାୟୁ ଭର୍ତ୍ତି କରିବା ପାଇଁ ଯାହାକୁ ଉପଯୋଗ କରାଯାଏ

ଉଦାହରଣ : ଏହି କାରର ଟାଙ୍କିର ବାୟୁଯନ୍ତ୍ରରେ ବୁଢିଆଣୀ ଜାଲ ବୁଣି ଦେଇଛି

ସମକକ୍ଷ : ଭେଣ୍ଟିଲେଟର

एक यंत्र जिसमें वायु भरी रहती है या जिसे वायु भरने के लिए उपयोग किया जाता है।

मेरे कार के टायरों में वायुयंत्र से हवा भर दीजिए।
वायुयंत्र, वायुयन्त्र

An instrumentality invented for a particular purpose.

The device is small enough to wear on your wrist.
A device intended to conserve water.
device